Door43-Catalog_or_tn/JHN/06/04.md

1.9 KiB

ବର୍ତ୍ତମାନ

ଏହି ଶବ୍ଦଟି ମୂଖ୍ୟ ପ୍ରସଙ୍ଗକୁ ଏଠାରେ ଭଙ୍ଗକରି ବ୍ୟବହାର କରେ |

( ବର୍ତ୍ତମାନ ନିସ୍ତାର ପର୍ବ , ଯିହୂଦୀମାନଙ୍କ ଭୋଜି, ନିକଟବର୍ତ୍ତୀ ଥିଲା )

ଯେତେବେଳେ ଘଟଣାଗୁଡିକ ଘଟିଲା ବିଷୟରେ ପୂର୍ବାପର ସମ୍ବନ୍ଧରେ ସୂଚନା କ୍ରମଭାବେ ଯୋହନ ସଂକ୍ଷେପରେ ଗଳ୍ପର ଘଟଣାଗୁଡିକ କହିବା ବନ୍ଦ କରନ୍ତି | (ଦେଖ: ଲେଖିବା ଶୈଳୀ ପୂର୍ବାପର ସମ୍ବନ୍ଧରେ ସୂଚନା )

(ବର୍ତ୍ତମାନ ଫିଲିପ୍ପଙ୍କୁ ଯୀଶୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ ,କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ |)

କାହିଁକି ଯୀଶୁ ଫିଲିପ୍ପଙ୍କୁ ପଚାରିଲେ କେଉଁଠାରୁ ରୁଟି କିଣିବା ପାଇଁ ସ୍ପଷ୍ଟକରିବା ନିମନ୍ତେ ଯୋହନ ସଂକ୍ଷେପରେ ଗଳ୍ପର ଘଟଣାଗୁଡିକ କହିବା ବନ୍ଦ କରନ୍ତି | (ଦେଖ: ଲେଖିବା ଶୈଳୀ ପୂର୍ବାପର ସମ୍ବନ୍ଧରେ ସୂଚନା)

କାରଣ ସେ ନିଜେ ଜାଣିଥିଲେ

“ନିଜେ” ଶବ୍ଦଟି ଏଠାରେ ସ୍ପଷ୍ଟ କରନ୍ତି ଯେ “ସେ” ଶବ୍ଦଟି ଯୀଶୁଙ୍କୁ ସୂଚାଏ |ଯୀଶୁ ଜାଣନ୍ତି କଅଣ ସେ କରିପାରନ୍ତି | (ଦେଖ: ସ୍ୱୟଂସୂଚକ ସର୍ବନାମଗୁଡିକ)