Door43-Catalog_or_tn/JHN/06/01.md

554 B

ଏହିଗୁଡିକ ବିଷୟ ପରେ

ଏହିଗୁଡିକ ବିଷୟ” ଗଦ୍ୟାଂଶଟି ୫:୧ ୪୬ର ଘଟଣାଗୁଡିକୁ ସୂଚାଏ | ବିକଳ୍ପ ଅନୁବାଦ: “କିଛି ସମୟ ପରେ |”

ଯୀଶୁ ଚାଲିଗଲେ

“ଯୀଶୁ ଆରପାରିକି ଚାଲିଗଲେ” (ଇଉଡିବି) ବା “ଯୀଶୁ ବୁଲିଲେ”

ଗୋଟିଏ ବହୁ ଜନଗହଳି

“ ଗୋଟିଏ ବହୁସଂଖ୍ୟକ ଲୋକ”