Door43-Catalog_or_tn/JHN/05/45.md

737 B

ଯିହୂଦୀନେତାମାନଙ୍କୁ ଯୀଶୁ କହନ୍ତି (୫:୧୬)|

ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ ?

“ତୁମ୍ଭେମାନେ ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ ନାହିଁ !” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ମୋହର ବାକ୍ୟଗୁଡିକ?

“କ'ଣ ମୁଁ କହେ ?”