Door43-Catalog_or_tn/JHN/05/07.md

803 B

ଯେତେବେଳେ ଜଳ କମ୍ପିବା ଲାଗିଲା

“ଯେତେବେଳେ ଦୂତ ଜଳ କମ୍ପାନ୍ତି ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)|

ଅନ୍ୟଜଣେ ପ୍ରଥମରେ ମୋ ଆଗରୁ ସେଥିରେ ପ୍ରବେଶ କରେ

“ କେହିଜଣେ ପ୍ରଥମରେ ମୋ ଆଗରୁ ସେଥିରେ ସର୍ବଦା ପ୍ରବେଶ କରେ |” ଲୋକେ ଗୋଟିଏ ପାହାଚ ଦେଇ ପୋଖରୀରେ ପାଣି ମଧ୍ୟକୁ ପ୍ରବେଶ କରିଥାନ୍ତି |

ଉଠ

“ଠିଆ ହୁଅ”

ତୁମ୍ଭର ଖଟିଆ ଘେନି ଚାଲ

“ତୁମ୍ଭର ଶୋଇବା ଶେଯ ଉଠାଅ”