Door43-Catalog_or_tn/JHN/05/01.md

1.6 KiB

ଏହା ପରେ

ପରେ ସେ ରାଜକର୍ମଚାରୀଙ୍କ ପୁତ୍ରଙ୍କୁ ସୁସ୍ଥ କରିଥିଲେ | (୪:୪୬ ୫୪)

ଯିରୂଶାଲମକୁ ଯାତ୍ରା କଲେ

ଯିରୂଶାଲମ ଗୋଟିଏ ପର୍ବତ ଉପରେ ଅବସ୍ଥିତ ଅଟେ| ଯିରୂଶାଲମକୁ ରାସ୍ତାଗୁଡିକ ଉତ୍ଥାନ ଓ ପତନର ଛୋଟ ପର୍ବତଗୁଡିକ ମଧ୍ୟଦେଇ ଗଲା , କିନ୍ତୁ ଯଦି ତୁମ୍ଭମାନଙ୍କର ଭାଷାରେ ଉତ୍ଥାନ ଓ ପତନର ଅନ୍ୟ ଶବ୍ଦଥାଏ, ଏହା ଏଠାରେ ବ୍ୟବହାର କର |

ପୋଖରୀ

ଗୋଟିଏ ଗର୍ତ୍ତଭୂମି ସହ ପାଣି ଜମିଥାଏ

ବେଥେସ୍‌ଦା

“ବେଥେସ୍‌ଦା” ଅର୍ଥ ଦୟାର ଗୃହ |(ଦେଖ: ଅନୁବାଦ ନାମଗୁଡିକ)

ଛାତଉପରେ ଗୃହ

ଛାତଉପରେ ନିର୍ମିତ ଗୃହସହ ଅନ୍ତତଃ ଗୋଟିଏ କାନ୍ଥ ଉହ୍ୟ ରହେ |

ଗୋଟିଏ ବଡ ସଂଖ୍ୟା

“ବହୁତ”

୪ ପଦ

କିଛି ଆଗୁଆ ବିଷୟରେ ଏହି ପଦଟି ଅଛି, କିନ୍ତୁ ଅନ୍ୟ,ମାନଙ୍କର ନାହିଁ | ଆମ୍ଭେମାନେ ତୁମକୁ ୩ ଓ ୪ ର୍ଥ ପଦକୁ ସହ ଯୋଡିଲେ (୩ ୪) ଉଏଲ୍‌ବି ଓ ଏଉଡିବିରେ ଛାଡିଦେବା ବା ଶୂନ୍ୟ ପଦ ରୂପେ ବିଚାର କର |