Door43-Catalog_or_tn/JHN/04/34.md

1.2 KiB

ମୋତେ ଯିଏ ପଠାଇଛନ୍ତି ତାଙ୍କ ଇଚ୍ଛା ସାଧନ କରିବା ଏବଂ ତାହାଙ୍କ କାର୍ଯ୍ୟ ସମାପ୍ତ କରିବା ହିଁ ମୋର ଖାଦ୍ୟ ଅଟେ

“ଠିକ ଯେପରି ଖାଦ୍ୟ ଗୋଟିଏ ଭୋକିଲା ଲୋକକୁ କ'ଣ ତୃପ୍ତି କରେ, ସେପରି ଈଶ୍ୱରଙ୍କ ଇଚ୍ଛା ମାନିବା ହିଁ କ'ଣ ମୋର ତୃପ୍ତି ଅଟେ”| (ଦେଖ:ତୁଳନାତ୍ମକ)

ତୁମେ କୁହ ନାହଁ କି

“ଏହା ତୁମ୍ଭମାନଙ୍କର ଜନପ୍ରିୟ ଲୋକକଥା ମଧ୍ୟରୁ ଏକ ନୁହଁ କି ”

ତାହା ଅମଳ ନିମନ୍ତେ ପ୍ରସ୍ତୁତ ଅଟେ

“ସେମାନେ ମୋର ବାକ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ଅଟନ୍ତି, ଯେପରି ଶସ୍ୟଗୁଡିକ କ୍ଷେତ୍ରଗୁଡିକରେ ଯେ ଅମଳ ନିମନ୍ତେ ଲୋକଙ୍କ ପାଇଁ ପ୍ରସ୍ତୁତ ଅଟନ୍ତି |” (ଦେଖ:ତୁଳନାତ୍ମକ)