Door43-Catalog_or_tn/JHN/04/21.md

537 B

ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ |

“ଆମ୍ଭେମାନେ ତାହାଙ୍କୁ ଭଲରୂପେ ଜାଣୁ , କାରଣ ଜଣେ ଯିଏ ଈଶ୍ୱରଙ୍କ ଦଣ୍ଡଠାରୁ ଲୋକମାନଙ୍କୁ ଉଦ୍ଧାର କରିବ ସେ ଜଣେ ଯିହୂଦୀ ଜନ୍ମ ନେଲେ ”|