Door43-Catalog_or_tn/JHN/04/15.md

1.4 KiB

ପ୍ର? ଯୀଶୁ ଜଳ ବିଷୟରେ ସ୍ତ୍ରୀ ଲୋକଟିକୁ କ'ଣ କହନ୍ତି ଯେ ସେ ଦେବ ? ଉ. ଯୀଶୁ ସ୍ତ୍ରୀ ଲୋକଟିକୁ କହନ୍ତି ଯେଉଁମାନେକି ସେ ଜଳ ପିଅନ୍ତି ସେ ଆଉ କେବେ ତୃଷିତ ହେବ ନାହିଁ ଏବଂ ଯେ ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଛୁଳି ଉଠୁଥିବି [୪:୧୫]| ପ୍ର? କାହିଁକି ସ୍ତ୍ରୀ ଲୋକଟି ଏହି ଜଳ ସେହି ମୂହୁର୍ତ୍ତରେ ଚାହିଁଲେ ଯେ ଯୀଶୁ ପ୍ରଦାନ କରନ୍ତି ? ଉ. ସେ ଜଳ ଚାହାନ୍ତି ତେଣୁ ସେ ତୃଷିତ ନୋହୁଁ ଏବଂ ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଢ଼େ [୪:୧୫]| ପ୍ର? ଯୀଶୁ ତାପରେ କଥାବାର୍ତ୍ତାର ବିଷୟବସ୍ତୁ ବଦଳାଇଦିଅନ୍ତି | କ'ଣ ସେ ସ୍ତ୍ରୀ ଲୋକଟିକୁ କହନ୍ତି ? ଉ. ଯୀଶୁ ତାକୁ କହନ୍ତି, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକ,ଏବଂ ଏଠାକୁ ଆସ ” [୪:୧୬]|