Door43-Catalog_or_tn/JHN/04/01.md

972 B

ବର୍ତ୍ତମାନ ଯେତେବେଳେ ଯୀଶୁ ଜାଣିଲେ

“ବର୍ତ୍ତମାନ” ଶବ୍ଦଟି ଏଠାରେ ଗଳ୍ପର ବିଷୟବସ୍ତୁର ଗୋଟିଏ ପରିବର୍ତ୍ତନ ସୂଚକକୁ ବ୍ୟବହାର ହୋଇଛି; ଗଳ୍ପଟି ଏଠାରେ ବାପ୍ତିଜକ ଯୋହନଙ୍କ ବାକ୍ୟଗୁଡିକଠାରୁ ଯୀଶୁଙ୍କ କାର୍ଯ୍ୟଗୁଡିକ ପରିବର୍ତ୍ତନ ହୁଏ |

ଯୀଶୁ ନିଜେ ବାପ୍ତିସ୍ମ ଦେଉ ନ ଥିଲେ

“ଏହା ଯଥାର୍ଥରେ ଯୀଶୁ ଲୋକମାନଙ୍କୁ ବାପ୍ତିସ୍ମ ଦେଉ ନ ଥିଲେ " | “ନିଜେ”ଶବ୍ଦଟି ଯୀଶୁଙ୍କ ଗୁରୁତ୍ତ୍ୱକୁ ଯୋଗ କରୁଅଛି | (ଦେଖ: ସ୍ୱୟଂସୂଚକ ସର୍ବନାମଗୁଡିକ)