Door43-Catalog_or_tn/JHN/03/34.md

1012 B

କାରଣ ଈଶ୍ୱର ଯାହାକୁ ପ୍ରେରଣ କରିଅଛନ୍ତି

“ଏହି ଯୀଶୁ, ଯାହାକୁ ଈଶ୍ୱର ତାହାଙ୍କୁ ପ୍ରତିନିଧିତ୍ତ୍ୱ କରି ପଠାଇଛନ୍ତି ”

ଯେଣୁ ସେ ପରିମିତ ଭାବରେ ଆତ୍ମା ପ୍ରଦାନ କରନ୍ତି ନାହିଁ |

“ କାରଣ ସେ ଜଣେ ଯେକେହି ଈଶ୍ୱର ତାଙ୍କ ଆତ୍ମା ସମସ୍ତ ବିଷୟ ହସ୍ତରେ ଅର୍ପଣ କଲେ ” |

ସେ ତାହା ବିଶ୍ୱାସ କରନ୍ତି

“ଜଣେ ବ୍ୟକ୍ତି ଯିଏ ବିଶ୍ୱାସ କରନ୍ତି” ବା “ଯେକେହି ବିଶ୍ୱାସ କରନ୍ତି ”

ଈଶ୍ୱରଙ୍କ କ୍ରୋଧ ତାହାଙ୍କ ଉପରେ ଥାଏ

“ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ ”