Door43-Catalog_or_tn/JHN/03/29.md

878 B

ଯେ କନ୍ୟା ଗ୍ରହଣ କରନ୍ତି ସେ ବର

“ବର କନ୍ୟାଙ୍କୁ ବିବାହ କରନ୍ତି ” | ବା “ବରଟିର କନ୍ୟା ରହିଅଛି ” |

ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି

“ତେଣୁ ମୁଁ ଅତ୍ୟନ୍ତ ଆନନ୍ଦିତ ହୁଏ ” ବା “ତେଣୁ ମୁଁ ବହୁତ ଆନନ୍ଦିତ ହୁଏ ” | (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ମୋର ଆନନ୍ଦ

ଶବ୍ଦଟି “ମୋର” ଡୁବକ ଯୋହନ, ଜଣେ ଯିଏକି କହୁଅଛନ୍ତି ତାହାଙ୍କୁ ବୁଝାଏ |

ସେ ବୃଦ୍ଧି ପାଇବାକୁ ହେବ

“ସେ” ଯୀଶୁ, ବରଙ୍କୁ ସୂଚାଏ |