Door43-Catalog_or_tn/JHN/03/27.md

1.0 KiB

ଜଣେ ମନୁଷ୍ୟ କିଛି ପ୍ରଦତ୍ତ ନ ହେଲେ ଗୋଟିଏ ହେଲେ ପ୍ରାପ୍ତ ହୋଇ ପାରେ ନାହିଁ

“ପ୍ରଦତ୍ତ ନ ହେଲେ କେହି ଶକ୍ତି ପ୍ରାପ୍ତ ହୋଇ ପାରେ ନାହିଁ ”

ତୁମେ ତୁମ୍ଭେମାନେ

ଏହା “ତୁମେ” ବହୁବଚନ ଅଟେ ଏବଂ ଯୋହନ ସମସ୍ତଙ୍କୁ କଥା କହୁଅଛନ୍ତି ସୂଚାଏ | ବିକଳ୍ପ ଅନୁବାଦ: “ତୁମ୍ଭେ ସମସ୍ତେ” ବା “ତୁମ୍ଭେମାନେ ସମସ୍ତେ” |(ଦେଖ: ଇଂରାଜୀ ବହୁବଚନ ସର୍ବନାମଗୁଡିକ )

ମୁଁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି

“ଈଶ୍ୱର ପ୍ରଥମେ ମୋତେ ପହଞ୍ଚିବା ପାଇଁ ପଠାଇଲେ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)