Door43-Catalog_or_tn/JHN/03/25.md

1.2 KiB

ତାପରେ ସେଠାରେ କିଛି ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଏବଂ ଯିହୂଦୀଙ୍କ ସହିତ ବାଦାନୁବାଦ ଘଟିଲା

“ତାପରେ ଯୋହନଙ୍କ ଶିଷ୍ୟମାନେ ଏବଂ ଜଣେ ଯିହୂଦୀଙ୍କ ସହିତ ବାଦାନୁବାଦ ଘଟିଲା ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଗୋଟିଏ ବାଦାନୁବାଦ ଘଟିଲା

“ଗୋଟିଏ ବାଦାନୁବାଦ ଆରମ୍ଭ ହେଲା ” ବା “ଘଟିଲା”

ବାଦାନୁବାଦ

ଗୋଟିଏ ବାଗ୍‌ଯୁଦ୍ଧ

ଦେଖ, ସେ ବାପ୍ତିସ୍ମ ଦେଉଅଛନ୍ତି

ଏହି ଗଦ୍ୟାଂଶଟି , “ଦେଖ” ଗୋଟିଏ ଆଦେଶକୁ ବୁଝାଉଛି “ଧ୍ୟାନ ଦିଅନ୍ତୁ !” ବିକଳ୍ପ ଅନୁବାଦ: “ଦେଖ! ସେ ବାପ୍ତିସ୍ମ ଦେଉଅଛନ୍ତି” ବା “ତାହା ଦେଖନ୍ତୁ ! ସେ ବାପ୍ତିସ୍ମ ଦେଉଅଛନ୍ତି”