Door43-Catalog_or_tn/JHN/03/22.md

773 B

କାରଣ ସେଠାରେ ବହୁତ ଜଳ ଥିଲା

“କାରଣ ସେଠାରେ ବହୁତ ଝର ସେହି ଜାଗାରେ ଥିଲା ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଏନୋନ

ଏହି ଶବ୍ଦର ଅର୍ଥ “ଝରଗୁଡିକ”

ଶାଲମ

ଗୋଟିଏ ଗାଁ ବା ଯର୍ଦ୍ଧନ ନଦୀ ନିକଟର ସହର

ବାପ୍ତିସ୍ମ ଗ୍ରହଣ କରୁଥିଲେ

“ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ ” ବା “ସେ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)