Door43-Catalog_or_tn/JHN/03/19.md

956 B

ଯେପରି ତାହାର କର୍ମଗୁଡିକ ପ୍ରକାଶିତ ହେବ ନାହିଁ

ଏଠାରେ: “ଯେପରି ଆଲୋକ ସେ କରିବା ବିଷୟବସ୍ତୁଗୁଡିକୁ ପ୍ରକାଶ କରିବ ନାହିଁ ” ବା “ଯେପରି ଆଲୋକ ତାଙ୍କ କର୍ମଗୁଡିକୁ ପ୍ରକାଶ କରେ ନାହିଁ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତାଙ୍କ କର୍ମଗୁଡିକ ପ୍ରକାଶରେ ଦେଖାଯିବ

ଏଠାରେ: “ତାଙ୍କ କର୍ମଗୁଡିକୁ ଲୋକେ ସ୍ପଷ୍ଟଭାବେ ଦେଖିପାରିବେ ” ବା “ସେ କରିବା କର୍ମଗୁଡିକୁ ପ୍ରତ୍ୟେକେ ସ୍ପଷ୍ଟଭାବେ ଦେଖିପାରିବେ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)