Door43-Catalog_or_tn/JHN/03/12.md

675 B

ଯଦି ମୁଁ ତୁମକୁ କହେ, ତୁମେ କିପରି ବିଶ୍ୱାସ କରିବ

ଉଭୟ ସ୍ଥଳରେ “ତୁମେ” ଏକବଚନ ଅଟେ |

ଯଦି ମୁଁ ତୁମକୁ କହେ, କିପରି ତୁମେ ବିଶ୍ୱାସ କରିବ ?

“ ଯଦି ମୁଁ ତୁମକୁ ସ୍ୱର୍ଗୀୟ ବିଷୟରେ କହେ ତୁମେ ନିଶ୍ଚିତ ବିଶ୍ୱାସ କରିବନ ନାହିଁ ” | (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ସ୍ୱର୍ଗୀୟ ବିଷୟଗୁଡିକ

ଆତ୍ମିକ ବିଷୟଗୁଡିକ |