Door43-Catalog_or_tn/JHN/03/09.md

1.5 KiB

ଏହିସବୁ କିପରି ହୋଇ ପାରେ ?

ଏହା ଏକ ବିସ୍ମୟସୂଚକ ପ୍ରଶ୍ନ ଯୁକ୍ତିଟିକୁ ପ୍ରାଧାନ୍ୟତା ଯୋଗ କରେ | ବିକଳ୍ପ ଅନୁବାଦ: “ଏହା ହୋଇ ନ ପାରେ !” ବା “ଏହା ହେବା ସମ୍ଭାବନା ନାହିଁ !” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ତୁମେ ଇସ୍ରାଏଲର ଜଣେ ଶିକ୍ଷକ ଅଟ, ଓ ତଥାପି ତୁମେ ଏହି ବିଷୟଗୁଡିକ ବୁଝିପାରୁ ନାହଁ ?

ଏହା ଏକ ବିସ୍ମୟସୂଚକ ପ୍ରଶ୍ନ ଯୁକ୍ତିଟିକୁ ପ୍ରାଧାନ୍ୟତା ଯୋଗ କରେ |ବିକଳ୍ପ ଅନୁବାଦ: “ତୁମେ ଇସ୍ରାଏଲର ଜଣେ ଶିକ୍ଷକ ଅଟ, ତେଣୁ ମୁଁ ଆଶ୍ଚର୍ଯ୍ୟାନ୍ନିତ ହୁଏ ତୁମେ ଏହି ବିଷୟଗୁଡିକ ବୁଝିବ ନାହିଁ କି !” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ସତ୍ୟ , ସତ୍ୟ

ଯେପରି ତୁମେ ଏହା ୧: ୫୧ ଅନୁବାଦ କଲ |

ଆମ୍ଭେ କହୁ

ଯେତେବେଳେ ଯୀଶୁ କହିଲେ “ଆମ୍ଭେ ”, ସେ ନୀକଦୀମକୁ ଅନ୍ତର୍ଭୁକ୍ତ କଲେ ନାହିଁ | (ଦେଖ: ବହିର୍ଭୁକ୍ତ)