Door43-Catalog_or_tn/JHN/03/03.md

1.5 KiB

ସତ୍ୟ , ସତ୍ୟ

ଯେପରି ତୁମେ ଏହା ୧: ୫୧ ଅନୁବାଦ କଲ |

ପୁନର୍ଜନ୍ମ

“ଉର୍ଦ୍ଧ୍ୱରୁ ଜାତ ” ତଥା “ଈଶ୍ୱରଙ୍କଠାରୁ ଜାତ”

କିପରି ମନୁଷ୍ୟ ବୃଦ୍ଧ ହେଲେ ପୁନର୍ବାର ଜନ୍ମ ନେଇପାରେ ?

ସେ ଏହି ପ୍ରଶ୍ନ ବ୍ୟବହାର କରି ଗୁରୁତ୍ତ୍ୱ ଦିଅନ୍ତି ଯେ ଏହା ହୋଇପାରେ ନାହିଁ | ବିକଳ୍ପ ଅନୁବାଦ : “ଜଣେ ମନୁଷ୍ୟ ବୃଦ୍ଧ ହେଲେ ପୁନର୍ବାର ଜନ୍ମ ହୋଇ ନ ପାରେ ” | (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ସେ ଦ୍ୱିତୀୟ ଥର ତାର ମାତାର ଗର୍ଭମଧ୍ୟରେ ଜନ୍ମ କରିପାରେ ନାହିଁ, ସେ ହୋଇପାରେ କି ?

“ନିଶ୍ଚିତ, ସେ ଦ୍ୱିତୀୟ ଥର ତାର ମାତାର ଗର୍ଭମଧ୍ୟରେ ଜନ୍ମ କରିପାରେ ନାହିଁ | (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ଦ୍ୱିତୀୟ ଥର

“ଆଉ ଥରେ” ବା “ଦୁଇ ଥର”

ଗର୍ଭ

ଗୋଟିଏ ସ୍ତ୍ରୀର ଶରୀରର ଅଂଶ ଯେଉଁଠି ଛୁଆଟିଏ ବଢ଼େ | ବିକଳ୍ପ ଅନୁବାଦ: “ଗର୍ଭାଶୟ” ବା “ତଳିପେଟ”