Door43-Catalog_or_tn/JHN/03/01.md

559 B

ସଭ୍ୟ

ଗୋଟିଏ ସଂଘର ଅଂଶ

ଯିହୂଦୀ ପରିଷଦ

ଯିହୂଦୀ ପରିଷଦକୁ "ଫାରୂଶୀ" କୁହାଯାଏ | ଏହା ସମସ୍ତ ଯିହୂଦୀ ପରିଷଦର ସର୍ବୋତ୍ତମ ସମ୍ମାନ ଥିଲା |

ଅମେ ଜାଣୁ

ଏଠାରେ “ଅମେ” ବହିର୍ଭୁତ, ଅଟେ କେବଳ ନୀକଦୀମ ତଥା ଯିହୂଦୀ ପରିଷଦର ଅନ୍ୟ ସଭ୍ୟମାନଙ୍କୁ ସୂଚିତ କରେ |