Door43-Catalog_or_tn/JHN/02/12.md

679 B

ସେ ତଳକୁ ଓହ୍ଲାଇଲେ

ଏହାର ଅର୍ଥ ଯେ ସେମାନେ ଉଚ୍ଚ ସ୍ଥାନରୁ ତଳକୁ ଭ୍ରମଣ କଲେ | କାନ୍ନା କଫର୍ନାହୂମର ଦକ୍ଷିଣପଶ୍ଚିମରେ ଅବସ୍ଥିତ, କିନ୍ତୁ ଗୋଟିଏ ଉତ୍ତୋଳିତ ସ୍ଥାନ ଅଟେ |

ତାଙ୍କ ଭାଇମାନେ

ଏହି ଶବ୍ଦଟି ଭାଇ ଓ ଭଉଣୀମାନେ ଅନ୍ତର୍ଭୁକ୍ତ ଅଟନ୍ତି | ସମସ୍ତ ଯୀଶୁଙ୍କ ଭାଇ ଓ ଭଉଣୀମାନେ ତାଙ୍କଠାରୁ ଛୋଟ ଥିଲେ |