Door43-Catalog_or_tn/JHN/02/06.md

656 B

ଦୁଇ ବା ତିନି ମହଣିଆ ଜାହାଲା

“୮୦ ରୁ ୧୨୦ ଲିଟର | ଗୋଟିଏ “ଜାହାଲା ” ପ୍ରାୟ ୪୦ ଲିଟର ତରଳ ପଦାର୍ଥର ମାପ ଥିଲା |(ଦେଖ: ବାଇବଲର ମାପ)

ଫନ୍ଦ ପର୍ଯ୍ୟନ୍ତ

ଏହାର ଅର୍ଥ “ଉପର ପର୍ଯ୍ୟନ୍ତ ” ବା “ସମ୍ପୂର୍ଣ୍ଣ ପୂର୍ଣ୍ଣତା”

ମୂଖ୍ୟ ପରିଚାରକ

ଖାଦ୍ୟପେୟର ତତ୍ତ୍ୱାବଧାନରେ ଥିବା ବ୍ୟକ୍ତିଙ୍କୁ ବୁଝାଏ |