Door43-Catalog_or_tn/JHN/02/03.md

751 B

ନାରୀ

ଯଦି ଗୋଟିଏ ପୁଅ ତା ମାଆକୁ ଡାକନ୍ତି “ନାରୀ” ବିଚାରରେ ଅଭଦ୍ର ହୋଇପାରେ , ଯାହା ଭଦ୍ର ଏବଂ ବ୍ୟବହାରିକ ଅନ୍ୟ ଶବ୍ଦ ବ୍ୟବହାର କରନ୍ତୁ |

ମୋତେ କାହିଁକି ଏଥିରେ ଜଡିତ କରୁଅଛ ?

“ଏହା ମୋ ସହ କୌଣସି ସମ୍ପର୍କ ନାହିଁ |” ଅଥବା “ମୋତେ କୁହ ନାହିଁ କ'ଣ କରିବାକୁ ହେବ |” (ଦେଖ: ବାକ୍ୟାଂଶ)

ସମୟ ଉପସ୍ଥିତ ହୋଇନାହିଁ

“ଏପର୍ଯ୍ୟନ୍ତ ହୋଇନାହିଁ”