Door43-Catalog_or_tn/JHN/01/37.md

367 B

ଦଶ ଘଣ୍ଟା ସମୟରେ

ଏହି ଶବ୍ଦାଂଶଟି ଅପରାହ୍ନର ସମୟକୁ ବୁଝାଏ , ଅନ୍ଧକାରର ପୂର୍ବ ସମୟ, ତାହା ସେମାନଙ୍କ ପାଇଁ ଅନ୍ୟ ସହରକୁ ଯିବା ନିମନ୍ତେ ବିଳମ୍ବିତ ସମୟ ହୋଇପାରେ |