Door43-Catalog_or_tn/JHN/01/22.md

1.2 KiB

ସେମାନେ ତାହାଙ୍କୁ କହିଲେ

“ଯାଜକମାନେ ଏବଂ ଲେବୀୟମାନେ ଯୋହନଙ୍କୁ କହିଲେ ” (ଦେଖ ୧:୧୯)

ଆମ୍ଭକୁ…ଆମ୍ଭେମାନେ

ଯାଜକମାନେ ଏବଂ ଲେବୀୟମାନେ, ଯୋହନ ନୁହଁନ୍ତି (ଦେଖ:ବହିର୍ଭୂତ)

ସେ କହିଲେ

“ଯୋହନ କହିଲେ”

ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର

“ମୁଁ ଉଚ୍ଚ ଶବ୍ଦ କରୁଥିବା ଜଣକ ପରି ଯେଉଁଠାରେ ମୋର କେହି ଶୁଣନ୍ତି ନାହିଁ ” (ଦେଖ: ତୁଳନାତ୍ମକ)

ପ୍ରଭୁଙ୍କ ପଥ ସଳଖ କର

“ପ୍ରଭୁଙ୍କ ଆଗମନ ପାଇଁ ତୁମ୍ଭେମାନେ ପ୍ରସ୍ତୁତ ହୁଅ ଯେପରି ଲୋକେ ଜଣେ ମୂଖ୍ୟ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ରାସ୍ତା ପ୍ରସ୍ତୁତ କରନ୍ତି ”