Door43-Catalog_or_tn/JHN/01/04.md

1.5 KiB

ତାହାଙ୍କଠାରେ ଜୀବନ ଥିଲା

“ଏହି ଜଣେ ଯିଏକି ବାକ୍ୟ କୁହାଗଲା
ସେ ଜଣେ ଯିଏକି ଯାହାର ସମସ୍ତ ବିଷୟର ବଞ୍ଚିବା ଆଧାର ଥିଲା ” | (ଦେଖ: ତୁଳନାତ୍ମକ)

ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ

“ ଯାହା ଈଶ୍ୱର ଯେ ଜ୍ୟୋତିଃ ଯାହା ଅନ୍ଧକାରରୂପେ ଥିଲା ସେ ଆମକୁ ସତ୍ୟ ପ୍ରକାଶ କଲେ ” |

ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ଜ୍ୱଲ୍ୟମାନ ହୋଇଆସୁଅଛି ଆଉ ଅନ୍ଧକାର ତାହା ଗ୍ରହଣ କରି ହାହିଁ

“ମନୁଷ୍ୟମାନେ ତାହାଙ୍କୁ ପ୍ରକାଶ ହେବା ପାଇଁ ଚାହିଁଲେ ନାହିଁ ଯେ ସେମାନେ କ'ଣ କରନ୍ତି ମନ୍ଦ ଅଟେ , ଠିକ ଯେପରି ଅନ୍ଧକାର ମନ୍ଦ ଅଟେ , କିନ୍ତୁ ଠିକ ଯେପରି ଅନ୍ଧକାର ଆଲୋକକୁ ଲିଭାଇ ପାରିବ ନାହିଁ , ମନ୍ଦଲୋକମାନେ ଯିଏ ଈଶ୍ୱରଙ୍କ ସତ୍ୟରୁ ପ୍ରକାଶିତ ଆଲୋକ ସ୍ୱରୂପକୁ ପ୍ରତିରୋଧ କେବେହେଲେ କରେ ନାହିଁ ” |