Door43-Catalog_or_tn/HEB/13/20.md

1.2 KiB
Raw Permalink Blame History

ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା: ୧) “ରକ୍ତ ଦ୍ୱାରା ଈଶ୍ୱର ଆମ୍ଭମାନଙ୍କ ସହିତ ଆପଣା ଅନନ୍ତକାଳସ୍ଥାୟୀ ନିୟମ ଦୃଢ଼ କଲେ” (ଦେଖନ୍ତୁ ୟୁଡିବୀ) କିମ୍ବା ) ଏହା “ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ” ହେଲା ଯଦ୍ୱାରା ଯୀଶୁ “ଆମ୍ଭମାନଙ୍କ ପ୍ରଭୁ” ହେଲେ କିମ୍ବା ୩) ଏହା “ରକ୍ତ ହେତୁ…” ହେଲା ଯଦ୍ଦ୍ୱାରା ଈଶ୍ୱର “ଫେରାଇ ଆଣିଲେ” ଯୀଶୁଙ୍କୁ “ମୃତମାନଙ୍କ ମଧ୍ୟରୁ|”

ତୁମ୍ଭମାନଙ୍କୁ ସିଦ୍ଧ କରନ୍ତୁ…ଆମ୍ଭମାନଙ୍କ ଅନ୍ତରରେ ସାଧନ କରିବାକୁ

ଲେଖକ ଓ ପାଠକମାନେ (ଦେଖନ୍ତୁ: ତୁମ୍ଭମାନଙ୍କର ପ୍ରକାର ଏବଂ ସୀମା ଅନ୍ତଭୁକ୍ତ)