Door43-Catalog_or_tn/HEB/13/12.md

801 B

ଏଠାରେ ଯୀଶୁଙ୍କ ବଳିଦାନ ଓ ମନ୍ଦିର ବଳିଦାନ ମଧ୍ୟରେ ତୁଳନାକୁ ଜାରି ରଖନ୍ତି|

ଏଥିସକାଶେ

“ସେହିପ୍ରକାରେ” (ଦେଖନ୍ତୁ ୟୁଡିବୀ) କିମ୍ବା “କାରଣ ବଳିଦାନର ଶରୀରଗୁଡ଼ିକ ଛାଉଣୀର ବାହାରେ ଦଗ୍ଧ କରାଯାଉଥିଲା” (୧୩:୧୧)

ଅତଏବ, ଆସ, ଆମ୍ଭେମାନେ ଯାଉ

“କାରଣ ଯୀଶୁ ନଗରଦ୍ୱାରର ବାହାରେ ଅଛନ୍ତି ”

ଛାଉଣୀର ବାହାରେ

ଦେଖନ୍ତୁ ତୁମ୍ଭେ କିପରି ୧୩:୧୧ ରେ ଅନୁବାଦ କରିଥିଲ|