Door43-Catalog_or_tn/HEB/13/01.md

841 B

ଲେଖକ ଯିହୁଦୀ ବିଶ୍ୱାସୀମାନଙ୍କୁ ଲେଖୁଛନ୍ତି|

ଭ୍ରାତୃପ୍ରେମ ସ୍ଥିର ହୋଇଥାଉ

ଏଠାରେ: “ଅନ୍ୟ ବିଶ୍ୱାସୀମାନଙ୍କ ପ୍ରତି ଆପଣା ପ୍ରେମ ସ୍ଥିର ଭାବରେ ଦେଖାଅ ଯେପରି ତୁମ୍ଭେ ଆପଣା ପରିବାରର ସଦସ୍ୟମାନଙ୍କୁ ପ୍ରେମ କର”

ନ ପାସୋର

ଏଠାରେ: “ସ୍ମରଣ ରଖ” (ଦେଖନ୍ତୁ: ଲିଟୋଟ୍‌ସ)

ଅପରିଚିତ ବ୍ୟକ୍ତିଙ୍କ ଆତିଥ୍ୟସତ୍କାର

ଏଠାରେ: “ ଜାଣି ନ ଥିବା ଲୋକମାନଙ୍କୁ ମିତ୍ର ରୂପ ବ୍ୟବହାର କର”