Door43-Catalog_or_tn/HEB/12/27.md

872 B

ଟଳମଳ

ଦେଖନ୍ତୁ କିପରି ତୁମ୍ଭେମାନେ ୧୨:୨୬ ରେ “ଟଳମଳ କଲା” ଓ “କମ୍ପାଇବା” ଅନୁବାଦ କଲ|

ଆସ ଆମ୍ଭେମାନେ କୃତଜ୍ଞ ହୋଇ

“ଆସ ଆମ୍ଭେମାନେ ଧନ୍ୟବାଦ ଦେଉ”

ଆମ୍ଭମାନଙ୍କ ଈଶ୍ଵର ଗ୍ରାସକାରୀ ଅଗ୍ନି ଅଟନ୍ତି

ଯାହାକିଛି ଈଶ୍ଵରଙ୍କ ଉଦ୍ଦେଶ୍ୟ ବିରୁଦ୍ଧରେ ଉଠେ ସେହି ସମସ୍ତ ବିଷୟକୁ ଧ୍ଵଂସ କରିବା ନିମନ୍ତେ ତାହାଙ୍କ ଠାରେ ଶକ୍ତି ଅଛି, ଯେପରି ଅଗ୍ନି ସମସ୍ତ ବିଷୟକୁ ଧ୍ଵଂସ କରେ| (ଦେଖନ୍ତୁ: ଉଦାହରଣ)