Door43-Catalog_or_tn/HEB/12/22.md

1.3 KiB

ତୁମ୍ଭେମାନେ

ପାଠକମାନେ

ନିକଟକୁ ଆସିଅଛ

“ନିକଟରେ ପହଞ୍ଚିଅଛ”

ଦଶ ସହସ୍ର ଦୂତବାହିନୀ

ଏଠାରେ: “ଅସଂଖ୍ୟ ଦୂତବାହିନୀ”

ବିଚାରକର୍ତ୍ତା ଈଶ୍ୱର…ଯୀଶୁ, ମଧ୍ୟସ୍ଥ

ଯୀଶୁ ନ୍ୟାୟାଳୟରେ ଏକ ଓକିଲ ସଦୃଶ ଲୋକମାନଙ୍କ ପାପକୁ କ୍ଷମା କରିବା ନିମନ୍ତେ କିପରି ଆପଣା ରକ୍ତ ବ୍ୟୟ କରିଛନ୍ତି, ତାହା ବିଚାରକର୍ତ୍ତା ଈଶ୍ୱରଙ୍କୁ ଦେଖାଉଛନ୍ତି| (ଦେଖନ୍ତୁ: ଉଦାହରଣ)

ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟତର ବାକ୍ୟ କହେ

ଏଠାରେ: “ଯୀଶୁଙ୍କ ସେଚନର ରକ୍ତରେ, ହେବଲଙ୍କ ରକ୍ତ ଯାହାଙ୍କୁ କୟିନ ହତ୍ୟା କରିଥିଲା ,ତାହା ଅପେକ୍ଷା ଉତ୍କୃଷ୍ଟତର ଅର୍ଥ ଅଛି|” (ଦେଖନ୍ତୁ: ବ୍ୟକ୍ତିତ୍ୱ ଆରୋପ ଏବଂ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)