Door43-Catalog_or_tn/HEB/12/12.md

1.9 KiB

ଯୀଶୁଙ୍କ ଅନୁସରଣକାରୀମାନେ ଦୌଡ଼ରେ ଥିବା ଦୌଡ଼ାଳି ସଦୃଶ ଅଟନ୍ତି (ଉଦାହରଣ)

ତୁମ୍ଭମାନଙ୍କ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର

ଯେଉଁ ବ୍ୟକ୍ତି ଜୀବନରେ ସମସ୍ୟାର ସମ୍ମୁଖିନ ହୁଏ, ସେ ଏକ କ୍ଲାନ୍ତ ଦୌଡ଼ାଳି ସଦୃଶ ଅଟେ ଯାହାର ହାଥ ଓ ଆଣ୍ଠୁ ଦୁର୍ବଳ ହୋଇଅଛି| ଏଠାରେ: “ଯେପରି ଏକ ଦୌଡ଼ାଳି ଆପଣା ଦୌଡ଼କୁ ସମାପ୍ତ କରିବା ନିମନ୍ତେ ସ୍ଥିର କରି ଆପଣା ଶରୀରକୁ ସବଳ କରେ, ସେହିପରି ଆପଣାକୁ ସବଳ କର”

ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର

ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଚିକ୍କଣ ସିଧା ପଥରେ ଚାଲିବା ସଦୃଶ ଅଟେ| ଏଠାରେ: “ତୁମ୍ଭେ ଯାହା କର ବୋଲି ଈଶ୍ୱର ଚାହାନ୍ତି ତାହା କର”

ଯେ କେହି ଖଞ୍ଜ

ଏଠାରେ: “ଯେ କେହି ଛାଡ଼ିବାକୁ ଇଛା କରେ”

ବିକୃତ ହୋଇ

“ଭୁଲ୍ ରାସ୍ତାରେ ଯାଉଥିବା ଜଣଙ୍କୁ ଅନୁସରଣ କରିବା|” ଏଠାରେ: “ଯାହା ସହଜ କିନ୍ତୁ ଈଶ୍ୱରଙ୍କୁ ସମ୍ମାନ ଦିଏ ନାହିଁ ଏପରି ବିଷୟଗୁଡ଼ିକ କରିବା ନିମନ୍ତେ ସ୍ଥିର କରିବା ନାହିଁ”

ବରଂ ସୁସ୍ଥ ହୁଏ

“ତାହା ପରିବର୍ତ୍ତେ ସବଳ ହେଉ”