Door43-Catalog_or_tn/HEB/12/09.md

886 B

ଆତ୍ମାମାନଙ୍କର ପିତା

ଈଶ୍ୱର, ଯେ ଆମ୍ଭମାନଙ୍କ ଆତ୍ମା ସୃଷ୍ଟି କରିଅଛନ୍ତି ଓ ଆମ୍ଭମାନଙ୍କୁ ଦେଇଅଛନ୍ତି ଆଉ ଅନ୍ୟ ସମସ୍ତ ଆତ୍ମା ମଧ୍ୟ ସୃଷ୍ଟି କରିଅଛନ୍ତି (ଦେଖନ୍ତୁ: ରୁଢ଼୍ୟୋକ୍ତି)

ଧାର୍ମିକତାର ଫଳ

ଯେପରି ଏକ ଗଛ ଉପରେ ଫଳ ଫଳେ ସେହିପରି ଅନୁଶାସନର ଫଳସ୍ୱରୁପେ ଧାର୍ମିକତାର ଫଳ ଫଳେ| (ଦେଖନ୍ତୁ: ଉଦାହରଣ)

ତଦ୍ୱାରା ଶିକ୍ଷାପ୍ରାପ୍ତ ହୋଇଅଛନ୍ତି

ଅନୁଶାସନ ଦ୍ୱାରା ଶିକ୍ଷାପ୍ରାପ୍ତ ହୋଇଅଛନ୍ତି