Door43-Catalog_or_tn/HEB/12/07.md

854 B

ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଲେଶ ସହ୍ୟ କରୁଅଛ

କଠିନ ସମୟକୁ, ଯେପରି ତାହା ଶାସନର ସମୟ ଥିଲା ବୋଲି ଚିନ୍ତା କରିବା| (ଦେଖନ୍ତୁ ଉପମା)

ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି ?

ଏଠାରେ: “ପ୍ରତ୍ୟେକ ପିତା ଆପଣା ସନ୍ତାନସନ୍ତତିକୁ ଶାସନ କରନ୍ତି” (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)

ଜାରଜ ସନ୍ତାନ

ପରସ୍ପରକୁ ବିବାହ କରି ନ ଥିବା ପୁରୁଷ ଓ ସ୍ତ୍ରୀ ରୁ ଜାତ ସନ୍ତାନସନ୍ତତି