Door43-Catalog_or_tn/HEB/12/04.md

2.2 KiB

ଏବ୍ରୀ ପୁସ୍ତକର ଲେଖକ ଖ୍ରୀଷ୍ଟିଆନ ଜୀବନକୁ ଏକ ଦୌଡ଼ ସହିତ ତୁଳନା କରି ଆସୁଅଛନ୍ତି|

ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏ ରକ୍ତ ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରିନାହଁ

ଏହା ଗୁରୁତ୍ଵ ଦିଏ ଯେ, ପାଠକମାନଙ୍କ ଅପେକ୍ଷା ଅନ୍ୟମାନେ ଅତ୍ୟଧିକ କ୍ଲେଶଭୋଗ କରିଛନ୍ତି| (ଦେଖନ୍ତୁ: ଲିଟୋଟ୍‌ସ)

ପ୍ରତିରୋଧ…ପର୍ଯ୍ୟନ୍ତ…ରକ୍ତ

“ପ୍ରତିରୋଧ…ପର୍ଯ୍ୟନ୍ତ…ମୃତ୍ୟୁ|” ଏକ ବ୍ୟକ୍ତି ଯାହା ଠିକ୍ ତାହାହିଁ କରେ ଯଦିଓ ତାହା ନିମନ୍ତେ ତାହାକୁ ହତ୍ୟା କରାଯାଏ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତୁମ୍ଭମାନଙ୍କ ପ୍ରତି ଏହି ଉତ୍ସାହ ବାକ୍ୟ

ପୁରାତନ ନିୟମରେ ଶଲୋମନଙ୍କ ରଚନାବଳୀ, ଯାହା ଏକ ବ୍ୟକ୍ତିକୁ ବୁଝିବା ନିମନ୍ତେ ସାହାଯ୍ୟ କରେ ଯେ, କିପରି ପ୍ରଭୁଙ୍କ ଦ୍ଵାରା ଶାସନାଧିନ ହେବା ସମୟ ମଧ୍ୟରେ ଉତ୍ସାହିତ ହେବା| (ଦେଖନ୍ତୁ: ବ୍ୟକ୍ତିତ୍ଵ ଆରୋପ)

ଶାସନକୁ ଲଘୁଜ୍ଞାନ କର ନାହିଁ

ଏହା ଗୁରୁତ୍ଵ ଦିଏ ଯେ, ପାଠକଗଣ ଶାସନକୁ ଆନ୍ତରିକ ଭାବରେ ଗ୍ରହଣ କରିବାକୁ ହେବ| (ଦେଖନ୍ତୁ: ଲିଟୋଟ୍‌ସ)

ପ୍ରଭୁଙ୍କ ଶାସନ

“ଯେତେବେଳେ ପ୍ରଭୁ ତୁମ୍ଭମାନଙ୍କୁ ଶାସନ କରନ୍ତି”

କ୍ଲାନ୍ତ ହୁଅ ନାହିଁ

ଏଠାରେ: “ନିରୁତ୍ସାହିତ ହୁଅ ନାହିଁ”