Door43-Catalog_or_tn/HEB/11/7.md

874 B

ଏବ୍ରୀ ପୁସ୍ତକର ଲେଖକ ଏହିକ୍ଷଣି ବିଶ୍ୱାସ ଉପରେ ସେହିପରି ହନୋକଙ୍କ ବିଶ୍ୱାସ ଉପରେ କେନ୍ଦ୍ରୀଭୂତ କଲେ|

ଈଶ୍ୱରଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇ

ଏଠାରେ: “କାରଣ ଈଶ୍ୱର ତାହାଙ୍କୁ ସତର୍କ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଅପ୍ରକାଶିତ ବିଷୟ

ଏଠାରେ: “ପୂର୍ବରେ କେହି କେବେ ମଧ୍ୟ ଦେଖି ନ ଥିବା ବିଷୟଗୁଡ଼ିକ”

ଜଗତକୁ

ସେହି ସମୟରେ ଜଗତରେ ରହୁଥିବା ଲୋକମାନେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)