Door43-Catalog_or_tn/HEB/11/32.md

1.7 KiB

ଲେଖକ, ଇସ୍ରାଏଲ ଲୋକମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଈଶ୍ୱର ଯାହା କରିଥିଲେ ତାହା କହିବାକୁ ଜାରି ରଖନ୍ତି|

ଆଉ ମୁଁ ଅଧିକ କଅଣ କହିବି?

ଏଠାରେ: “ଆଉ ଅନେକଗୁଡ଼ିଏ ଉଦାହରଣ ଅଛି|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତେବେ ମୋତେ ସମୟ ଅଣ୍ଟିବ ନାହିଁ

ଏଠାରେ: “ମୋହର ଯଥେଷ୍ଟ ସମୟ ହେବ ନାହିଁ”

ଜୟ କଲେ

“ପରାସ୍ତ କଲେ”

ସିଂହମାନଙ୍କ ମୁଖବନ୍ଦ କଲେ…ଅଗ୍ନିର ତେଜ ନିବାରଣ କଲେ…ଖଡ୍‌ଗଧାରରୁ ରକ୍ଷା ପାଇଲେ

ଏହି ପ୍ରକାରେ ଇସ୍ରାଏଲ ଲୋକମାନେ ମୃତ୍ୟୁରୁ ରକ୍ଷା ପାଇଲେ| ଏଠାରେ: “ସିଂହ ସେମାନଙ୍କୁ ଭୋଜନ କଲା ନାହିଁl…ଅଗ୍ନି ସେମାନଙ୍କୁ ଦଗ୍ଧ କଲା ନାହିଁ…ଖଡ୍‌ଗ ସେମାନଙ୍କୁ ହତ୍ୟା କଲା ନାହିଁ|” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ, ପ୍ରତ୍ୟକ୍ଷ ବା ପରୋକ୍ଷ)

ସବଳ ହେଲେ

ଏଠାରେ: “ଈଶ୍ୱର ସେମାନଙ୍କୁ ସବଳ କଲେ” ((ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ ଏବଂ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)