Door43-Catalog_or_tn/HEB/11/23.md

1.8 KiB

ମୋଶା, ଯେତେବେଳେ ସେ ଜନ୍ମ ହେଲେ, ପିତାମାତାଙ୍କ ଦ୍ୱାରା ତିନି ମାସ ପର୍ଯ୍ୟନ୍ତ ଗୋପନରେ ରହିଲେ

ଏଠାରେ: “ମୋଶାଙ୍କ ପିତାମାତା, ସେ ଜନ୍ମ ହେଲା ପରେ ତାହାଙ୍କୁ ତିନି ମାସ ପର୍ଯ୍ୟନ୍ତ ଗୋପନରେ ରଖିଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବୟସ ପ୍ରାପ୍ତ ହେଲେ

“ପ୍ରାପ୍ତ ବୟସ୍କ ହେଲେ” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖଭୋଗ କରିବାକୁ ପସନ୍ଦ କଲେ

“ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖଭୋଗ କରିବାକୁ”

ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା

“ତାହାଙ୍କ ନିମନ୍ତେ ଲୋକେ ଅନାଦର କଲେ କାରଣ ଖ୍ରୀଷ୍ଟ ଯାହା ଇଛା କରନ୍ତି ସେ ତାହା କଲେ” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ

ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ

“ଯାହା ସେ ଜାଣନ୍ତି ତାହା କରିବାରୁ ତାହାଙ୍କୁ ସ୍ଵର୍ଗରେ ପୁରସ୍କାର ମିଳିଲା” (ଦେଖନ୍ତୁ: ରୂଢ଼୍ୟୋକ୍ତି, ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)