Door43-Catalog_or_tn/HEB/11/20.md

641 B

ଏବ୍ରୀର ଲେଖକ, ଅବ୍ରାହାମ ଆପଣା ପୁତ୍ର ଇସ୍‌ହାକ୍‌ଙ୍କୁ ବଳିଦାନ ଦେବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଅବ୍ରାହାମଙ୍କୁ ପରୀକ୍ଷା କରିବା ବିଷୟରେ ଏହିକ୍ଷଣି ଲେଖିଛନ୍ତି|

ଯାକୁବ ଉପାସନା କଲେ

“ଯାକୁବ ଈଶ୍ୱରଙ୍କ ଉପାସନା କଲେ ”

ତାହାଙ୍କ ଶେଷ

“ତାହାଙ୍କ ମୃତ୍ୟୁ” (ଦେଖନ୍ତୁ: ଶିଷ୍ଟୋକ୍ତି)