Door43-Catalog_or_tn/HEB/11/17.md

773 B

ଉତ୍ସର୍ଗ କଲେ…ଉତ୍ସର୍ଗ କରିବାକୁ ଯାଉଥିଲେ

ଈଶ୍ୱରଙ୍କୁ ଏକ ଉପହାର କିମ୍ବା ବଳିଦାନ ରୂପେ ଦେବା

ଇସ୍‌ହାକ୍‌ଠାରୁ ତୁମ୍ଭର ବଂଶ ଖ୍ୟାତ ହେବ “ଏହା ଇସ୍‌ହାକ୍‌ଙ୍କ ବଂଶ ଅଟେ ଯାହାଙ୍କୁ ଈଶ୍ୱର ତୁମ୍ଭର ବଂଶ ବୋଲି ବିବେଚନା କରିବେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେ ତାହାଙ୍କୁ ଫେରି ପାଇଥିଲେ

“ଅବ୍ରାହାମ ଇସ୍‌ହାକ୍‌ଙ୍କୁ ଫେରି ପାଇଥିଲେ‌”