Door43-Catalog_or_tn/HEB/11/15.md

1.3 KiB

ଏବ୍ରୀର ଲେଖକ ଈଶ୍ୱରଙ୍କ ଲୋକମାନଙ୍କ ଭୂତପୂର୍ବ ନେତାମାନଙ୍କ ଓ ଈଶ୍ୱରଙ୍କ ପ୍ରତିଜ୍ଞାରେ ସେମାନଙ୍କ ବିଶ୍ୱାସ ବିଷୟରେ ବର୍ଣ୍ଣନା କରିବା ଜାରି ରଖନ୍ତି|

ପ୍ରକୃତରେ

“ବାସ୍ତବରେ” କିମ୍ବା “ନିଶ୍ଚିତରେ” କିମ୍ବା “ଏହା ପ୍ରତି ଧ୍ୟାନ ଦେବା:”

ସ୍ୱର୍ଗୀୟ ବିଷୟ

“ସ୍ୱର୍ଗୀୟ ଦେଶ” କିମ୍ବା “ସ୍ୱର୍ଗସ୍ଥ ଦେଶ”

ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି

ଏଠାରେ: “ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ତାହାଙ୍କୁ ସେମାନେ କହିବାରୁ ସେ ଆନନ୍ଦିତ ଅଟନ୍ତି” କିମ୍ବା “…ସେମାନଙ୍କୁ ଅନ୍ୟମାନେ କହିବେ ଯେ ସେ ଅଟନ୍ତି….” (ଦେଖନ୍ତୁ: ଲିଟୋଟ୍‌ସ ଏବଂ ପ୍ରତ୍ୟକ୍ଷ ବା ପରୋକ୍ଷ)