Door43-Catalog_or_tn/HEB/11/13.md

1.2 KiB

ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସତ୍ୟ ହେବ ବୋଲି ଈଶ୍ୱରଙ୍କ ଲୋକମାନଙ୍କ ଭୂତପୂର୍ବ ନେତା ମାନେ ବିଶ୍ୱାସ କଲେ|

ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ

ଏହି ବାକ୍ୟାଂଶ ଭାବବାଦୀଙ୍କ ଭବିଷ୍ୟତ ଘଟଣା ବିଷୟରେ ବୁଝିବା ଶକ୍ତିକୁ, ବହୁ ଦୂରରୁ ଯାତ୍ରା କରି ଆସିଥିବା ଯାତ୍ରୀଙ୍କୁ ଅଭିନନ୍ଦନ କରିବା ସହିତ ତୁଳନା କରନ୍ତି| ଏଠାରେ: “ଭବିଷ୍ୟତରେ ଈଶ୍ୱର ଯାହା କରିବେ ସେହି ବିଷୟରେ ଜ୍ଞାତ ହେବା” (ଦେଖନ୍ତୁ: ଉଦାହରଣ)

ସ୍ୱୀକାର କଲେ

“ସ୍ୱୀକୃତି କଲେ” କିମ୍ବା “ଗ୍ରହଣ କଲେ”

ପ୍ରବାସୀ

“ବିଦେଶୀ” କିମ୍ବା “ବାହାର ଲୋକ”

ନିଜର ଗୋଟିଏ ଦେଶ

“ଏକ ଦେଶ”