Door43-Catalog_or_tn/HEB/11/11.md

741 B

ଲେଖକ ଅବ୍ରାହାମଙ୍କ ବିଶ୍ୱାସ ବିଷୟରେ ଲେଖିବା ଜାରି ରଖନ୍ତି|

ଗର୍ଭଧାରଣର ଶକ୍ତି

“ଗର୍ଭବତୀ ହେବା ନିମନ୍ତେ ଯୋଗ୍ୟତା”

ଈଶ୍ୱରଙ୍କୁ ଏପ୍ରକାର ଜାଣିଲେ

“ଈଶ୍ୱରଙ୍କ ବିଶ୍ଵସ୍ତତାକୁ ବିଶ୍ୱାସ କଲେ”

ଅଗଣ୍ୟ ଏକ ଜାତି… ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥିତ ବାଲୁକା ପରି ଅସଂଖ୍ୟ

ବହୁତ ଅନେକ (ଦେଖନ୍ତୁ: ଅତ୍ୟୁକ୍ତି)