Door43-Catalog_or_tn/HEB/11/08.md

876 B

ଲେଖକ ଇସ୍ରାଏଲର ଭୂତପୂର୍ବ ନେତାମାନଙ୍କ ବିଶ୍ୱାସ ଉପରେ କେନ୍ଦ୍ରୀଭୂତ କରିବା ଜାରି ରଖନ୍ତି|

ବାହାରିଗଲେ

“ଯିବା ନିମନ୍ତେ ଆପଣା ଗୃହ ପରିତ୍ୟାଗ କଲେ”

ସେ ବାହାରିଗଲେ

“ସେ ଆପଣା ଗୃହ ପରିତ୍ୟାଗ କଲେ”

ପ୍ରତିଜ୍ଞାତ ଦେଶ

“ଯେଉଁ ଦେଶ ଈଶ୍ୱର ତାହାଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ”

ସହାଧିକାରୀ

“ଏକତ୍ର ଉତ୍ତରାଧିକାରୀ”

ଶିଳ୍ପୀ

ଏକ ବ୍ୟକ୍ତି ଯିଏ ଗୃହ ନିମନ୍ତେ ନକ୍‌ଶା କରେ