Door43-Catalog_or_tn/HEB/10/26.md

532 B

ସତ୍ୟ ଜ୍ଞାନ ଲାଭ

“ପୂର୍ଣ୍ଣ ବୁଝିବା ଶକ୍ତି ସହ”

ତେବେ ପାପର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ

“କେହି ଆଉ ବଳି ଉତ୍ସର୍ଗ କରି ପାରିବେ ନାହିଁ ଯାହା ନିମନ୍ତେ ଈଶ୍ଵର ଆମ୍ଭମାନଙ୍କ ପାପସବୁ କ୍ଷମା କରିବେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)