Door43-Catalog_or_tn/HEB/10/19.md

1.2 KiB

ମହାପବିତ୍ର ସ୍ଥାନ

ଈଶ୍ବରଙ୍କ ଉପସ୍ଥିତି (ଦେଖନ୍ତୁ: ଉଦାହରଣ)

ଆପଣା ଶରୀର

ଏଠାରେ: “ଆପଣା ମୃତ୍ୟୁ”

ବିଛେଦବସ୍ତ୍ର ଦେଇ

ପାର୍ଥିବ ବିଛେଦବସ୍ତ୍ର, ଈଶ୍ଵରଙ୍କ ସତ୍ୟ ଉପସ୍ଥିତି ଓ ଲୋକମାନଙ୍କ ମଧ୍ୟରେ ବିଛେଦର ପ୍ରତୀକ ଅଟେ|

ଈଶ୍ଵରଙ୍କ ଗୃହ

ସମସ୍ତ ବିଶ୍ଵାସୀମାନେ

ପୂର୍ଣ୍ଣ ବିଶ୍ଵାସ

ଦୃଢ଼ ବିଶ୍ଵାସର ବଳୀଷ୍ଠ ଅନୁଭବ

ହୃଦୟ ପ୍ରକ୍ଷାଳନ ଦ୍ଵାରା ଶୁଚୀକୃତ

ଏଠାରେ: “ଈଶ୍ଵର, ଯୀଶୁଙ୍କ ରକ୍ତ ଯାହା ହୃଦୟ ଉପରେ ସେଚନ କଲେ ଓ ଶୁଚୀ କଲେ” (ଦେଖନ୍ତୁ: ଉଦାହରଣ ଏବଂ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେଚିତ

ଦେଖନ୍ତୁ ତୁମ୍ଭେ କିପରି ୯:୧୯ ରେ ଅନୁବାଦ କଲ