Door43-Catalog_or_tn/HEB/10/11.md

1.0 KiB

ବାସ୍ତବରେ

ଏହା ୧୦:୧ ୪ ର ସେହି ଶବ୍ଦଗୁଡ଼ିକ ସହିତ ପରେ ସଂଯୋଗ କରେ|

ତାହାଙ୍କ ଶତ୍ରୁମାନେ ଅବନତ ହେବେ ଓ ତାହାଙ୍କ ପାଦପୀଠ କରାଯିବେ

“ଈଶ୍ଵର ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କୁ ଅବନତ କଲେ ଓ ସମ୍ପୂର୍ଣ୍ଣ ଲଜ୍ଜିତ କଲେ|” ଏହା ଲୋକମାନଙ୍କ ନିମନ୍ତେ ଅନ୍ୟ ଲୋକମାନଙ୍କର ପାଦ ତଳେ ରଖାଯିବା ଏକ ବଡ଼ ଲଜ୍ଜାର ବିଷୟ ଥିଲା| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ

ଏଠାରେ: “ଯେଉଁମାନଙ୍କୁ ଈଶ୍ଵର ପବିତ୍ରୀକୃତ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)