Door43-Catalog_or_tn/HEB/10/08.md

1.4 KiB

ଉପୋରକ୍ତ ଭାବରେ

ଏଠାରେ: “ଯେପରି ମୁଁ ଏହିକ୍ଷଣି ଲେଖିଲି, ଯୀଶୁ କହିଲେ:”

ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପର୍ଥକ ବଳି

ଏହି ଶବ୍ଦଗୁଡ଼ିକ ଅନୁବାଦ କର ଯେପରି ତୁମ୍ଭେ ୧୦:୫ ୬ କଲ|

—ବଳିଦାନଗୁଡ଼ିକ ଯାହା ଉତ୍ସର୍ଗ କରାଯାଏ

ଏଠାରେ, ଏକ ନୂତନ ବାକ୍ୟର ଆରମ୍ଭ ହେଉଛି: “ଏହି ସମସ୍ତ ବଳିଦାନଗୁଡ଼ିକ ଯାହା ଲୋକମାନେ ଉତ୍ସର୍ଗ କରନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଦେଖ,

“ଯାହା ମୁଁ କହିବାକୁ ଯାଉଛି ତାହା ପ୍ରତି ଧ୍ୟାନ ଦିଅ:”

ଆମ୍ଭେମାନେ ଈଶ୍ୱରଙ୍କ ଇଛା ହେତୁ ପବିତ୍ରୀକୃତ ହୋଇଅଛୁ

“ଈଶ୍ୱର ଇଛା କଲେ ଯେ ଖ୍ରୀଷ୍ଟ ଆପଣାକୁ ବଳିଦାନ କରନ୍ତୁ, ଆଉ ସେହି ବଳିଦାନ ଆମ୍ଭମାନଙ୍କୁ ପବିତ୍ରୀକୃତ କରେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ ଏବଂ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)