Door43-Catalog_or_tn/HEB/09/23.md

1.3 KiB

ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହିସବୁ ଦ୍ୱାରା ଶୁଚୀକୃତ ହେବାର ଆବଶ୍ୟକ ଥିଲା

ଏଠାରେ: “ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଶୁଚୀକୃତ କରିବାକୁ ଯାଜକମାନେ ପଶୁ ବଳିଦାନ ବ୍ୟବହାର କରିବା ଆବଶ୍ୟକ ଥିଲା” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ ଏବଂ ସ୍ପଷ୍ଟ ଓ ଅବ୍ୟକ୍ତ ସୁଚ଼ନା)

ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହିସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚୀକୃତ ହେବାର ଆବଶ୍ୟକ

ଏଠାରେ: “ଯେପରି ସ୍ୱର୍ଗୀୟ ବିଷୟଗୁଡ଼ିକ ଆପଣାମାନଙ୍କ ନିମନ୍ତେ, ଈଶ୍ୱର ସେମାନଙ୍କୁ ଆହୁରି ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚୀକୃତ କଲେ” ତାହାପରେ ପାର୍ଥିବ ଦୃଷ୍ଟାନ୍ତକୁ ଶୁଚୀକୃତ କରିବା ନିମନ୍ତେ ବଳିଦାନ କଲେ