Door43-Catalog_or_tn/HEB/09/18.md

1.0 KiB

ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା

ଏଠାରେ: “ଏଥିନିମନ୍ତେ ଈଶ୍ୱର ପ୍ରଥମ ନିୟମକୁ ମଧ୍ୟ ରକ୍ତରେ ପ୍ରତିଷ୍ଠିତ କରିଥିଲେ” (ଦେଖନ୍ତୁ: ଲିଟୋଟସ୍ ଏବଂ ପ୍ରତ୍ୟକ୍ଷ ବା ପରୋକ୍ଷ)

ରକ୍ତ ଘେନି…ଜଳ ସହିତ…ଆଉ ସେଚନ କରି…ନିୟମପୁସ୍ତକ…ଆଉ ସମସ୍ତ ଲୋକ

ଯାଜକ ଏଜୋବକୁ ରକ୍ତ ଓ ଜଳରେ ବୁଡ଼ାଇ ଆଉ ତାହା ପରେ ଏଜୋବକୁ ହଲାନ୍ତି ଯେପରି ରକ୍ତ ଓ ଜଳର ଟୋପା ନିୟମପୁସ୍ତକ ଓ ଲୋକମାନଙ୍କ ଉପରେ ପଡ଼ିବ|

ଏଜୋବ

ଏକ ଉଦ୍ଭିଦ ଯାହା ସେଚନକ୍ରିୟା ସମୟରେ ବ୍ୟବହାର ହେଉଥିଲା