Door43-Catalog_or_tn/HEB/09/13.md

2.4 KiB

ସେଚିତ…ଗାଭୀଭସ୍ମ ଅଶୁଚିମାନଙ୍କ ଉପରେ

ଯାଜକ ଅଶୁଚି ଲୋକମାନଙ୍କ ଉପରେ ଅଳ୍ପ ପରିମାଣର ଭସ୍ମ ପକାନ୍ତି|

କେତେ ଅଧିକ ପରିମାଣରେ ଖ୍ରୀଷ୍ଟଙ୍କ ରକ୍ତ, ଯିଏ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳିସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ?

“ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳିସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ଆଉ ତାହାଙ୍କ ରକ୍ତ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ କରିବ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଖ୍ରୀଷ୍ଟଙ୍କ ରକ୍ତ…ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ କରିବ

ଯୀଶୁ ଆପଣାକୁ ବଳିଦାନ କରିବା କାରଣରୁ, ଯେଉଁ ପାପ ଆମ୍ଭେମାନେ କରିଅଛୁ ତାହା ନିମନ୍ତେ ଆମ୍ଭେମାନେ ଆଉ ଅଧିକ ସମୟ ଦୋଷୀ ଅନୁଭବ କିରିବା ନାହିଁ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଆମ୍ଭମାନଙ୍କ ବିବେକ

ଲେଖକ ଓ ପାଠକମାନଙ୍କ ବିବେକ

ଏହି କାରଣରୁ

“ଫଳସ୍ୱରୂପେ” କିମ୍ବା “ଏହା ଯୋଗୁଁ”

ଦଣ୍ଡ

“ଶାସ୍ତି”

ସେମାନେ ଈଶ୍ୱରଙ୍କ ଦ୍ୱାରା ଆହୂତ

ଈଶ୍ୱର ଯେଉଁମାନଙ୍କୁ ଆପଣା ସନ୍ତାନ ହେବା ନିମନ୍ତେ ନିଯୁକ୍ତ ବା ମନୋନୀତ କଲେ